1. ସାଧାରଣ ସୂଚନା
Viksit Odisha News ରେ ପ୍ରକାଶିତ ସମସ୍ତ ସମ୍ବାଦ, ଲେଖା, ଓ ସୂଚନା ସାଧାରଣ ତଥ୍ୟ ଓ ଜନସେବା ପାଇଁ ଦିଆଯାଇଛି।
2. ବିଷୟବସ୍ତୁ (Content)
ଏଠାରେ ପ୍ରକାଶିତ ସମସ୍ତ ଖବର, ଲେଖା, ଫଟୋ ଓ ଭିଡିଓ Viksit Odisha News କିମ୍ବା ତାହାର ସହଯୋଗୀଙ୍କ ସ୍ୱାମୀତ୍ୱ।
କୌଣସି ବିଷୟବସ୍ତୁକୁ ପୁନଃପ୍ରକାଶ କରିବା, କପି କରିବା କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ, ପୂର୍ବଲିଖିତ ଅନୁମତି ଆବଶ୍ୟକ।
3. ଦାୟୀତ୍ୱ (Disclaimer)
ଖବର ସଠିକ୍ ଓ ବିଶ୍ୱସନୀୟ ରହିବା ପାଇଁ ସମସ୍ତ ଚେଷ୍ଟା କରାଯାଏ, କିନ୍ତୁ କୌଣସି ଭୁଲ୍, ତ୍ରୁଟି କିମ୍ବା ତଥ୍ୟର ପୂରାତନତା ପାଇଁ Viksit Odisha News ଦାୟୀ ହେବେ ନାହିଁ।
4. ବାହାର ଲିଙ୍କ (External Links)
ୱେବସାଇଟ୍ ରେ ଅନ୍ୟ ସାଇଟ୍ ଙ୍କୁ ଲିଙ୍କ ଦିଆଯାଇପାରେ। ସେହି ସାଇଟ୍ ର content ଓ ପ୍ରାଇଭେସି ପଲିସି ପାଇଁ Viksit Odisha News ଦାୟୀ ନୁହେଁ।
5. ନିୟମର ପରିବର୍ତ୍ତନ
Viksit Odisha News, Terms & Conditions କୁ କେବେ ବି ପରିବର୍ତ୍ତନ କରିପାରେ। ପରିବର୍ତ୍ତିତ ନିୟମ ୱେବସାଇଟରେ ପ୍ରକାଶ ପରେ ପ୍ରଭାବୀ ହେବ।