ବିକଶିତ ଓଡିଶା ନ୍ୟୁଜ,ବଲାଙ୍ଗିର: ଶୁକ୍ରବାର ରାତ୍ରି ୯ ଟା ସମୟରେ ବେଲପଡା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବେଲପଡା ଅଧିନସ୍ତ ମୁଣ୍ଡାଗାଁ ଛକ ନିକଟରେ ଏକ ଧଳା କଲର୍ ବୋଲେରୋ ଗାଡିରେ ବେହେରା ମୁଣ୍ଡାରୁ ୮ ଜଣ ପୁରୁଷ ଓ ୨ ଜଣ ମହିଲା ଏକ ୬ ବର୍ଷର ନାବାଳିକା କୁ ଉଦ୍ଧାରକଲା ବେଲପଡା ପୋଲିସ୍ ! ସେମାନେ ହାଇଦ୍ରାବାଦ୍ କୁ ଧାତୁକଜୁରୀର ହଳଧର ନାଗ ଦାଦନ ଦଲାଲ୍ ମାଧ୍ୟମରେ ଦାଦନ ଖଟିବା ପାଇଁ ଯାଉଥିବା ଶ୍ରମିକମାନେ କହିଛନ୍ତି ! ଆଶ୍ଚଯ୍ୟର ବିଷୟ ହେଲା ଦାଦନ ଋତୁ ଆରମ୍ଭରୁ ଚାଲାଣ ହୋଇଯାଇଛି ବେଆଇନ ଦାଦନ ଚାଲାଣ କାରବାର୍ ! ଓ ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ପ୍ରଶାସନ ମଧ୍ୟ ତତ୍ପରତା ଦେଖାଉଛି ! ଓ ବେଲପଡା ପୋଲିସର ପେଟ୍ରୋଲିଙ୍ଗକୁ ନେଇ ଧନ୍ୟବାଦ ଜଣାଇଛନ୍ତି ବୁଦ୍ଧିଜୀବୀ ! ବେଲପଡା ଅଞ୍ଚଳବାସି ପ୍ରଶଂସା କରିବା ସହିତ ବେଆଇନ୍ ଦାଦନ ଦଲାଲ୍ ମାନଙ୍କ ଉପରେ ଦୃଢ କାର୍ଯ୍ୟ ନୁଷ୍ଠାନ ଦାବିହେଉଛି! ଅଞ୍ଚଳରେ ଏକ ପ୍ରକାର ବେଆଇନ ଦାଦନ ଦଲାଲ୍ ଲୋପ୍ ପାଇବବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି !
ବେଆଇନ୍ ଦାଦନ୍ ଚାଲାଣ କରୁଥିବା ସର୍ଦାର୍ ହଳଧର ନାଗ୍ ଓ ତାର ସହଯୋଗୀ ବୋଲେରୋ ଡ୍ରାଇଭର୍ କୁ ଅଟକ ରଖି ଅଧିକ ତଦନ୍ତ ଜାରିରହିଥିବା ସୂଚନାଦେଇଛନ୍ତି ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ !
ସଂଜୀବ କୁମାର ପୁରୋହିତ
Chief Editor

Leave a Reply