ଶାରଦୀୟ ଦୁର୍ଗା ପୂଜା ଅବସରରେ ପୂର୍ବତନ ଆଇନମନ୍ତ୍ରୀଙ୍କ ଦର୍ଶନ

Spread the love

ବିକଶିତ ଓଡିଶା ନ୍ୟୁଜ,ବଲାଙ୍ଗୀର : ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ,ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ ଅଧିବକ୍ତା ଶ୍ରୀ ନରସିଂହ ମିଶ୍ର ଆଜି କୁଡାସିଙ୍ଘା , ସାହାଜବାହାଲ ଗାଁରେ ଅନୁଷ୍ଠିତ ଦୁର୍ଗା ପୂଜା ଦର୍ଶନ କରିଥିଲେ । ଏହି ସମୟରେ ସେ ସମସ୍ତ ଅଞ୍ଚଳବାସୀଙ୍କ ସୁସ୍ୱାସ୍ଥ୍ୟ,ଶାନ୍ତି,ସମୃଦ୍ଧି ଓ ମଙ୍ଗଳକାମନା କରିଥିଲେ।ଦର୍ଶନ ପରେ ସେ କହିଥିଲେ,“ଦୁର୍ଗା ପୂଜା ଆମ ସମାଜରେ ଏକତା,ସାମୂହିକତା ଓ ଧାର୍ମିକ ସଚେତନତାର ପ୍ରତୀକ।ଏହି ପର୍ବରେ ମାଁ ଙ୍କର କୃପାରେ ସମାଜରେ ସମ୍ମିଳନ, ଉନ୍ନତି ଓ ସୁଖ-ଶାନ୍ତି ବ୍ୟାପିଥାଉ।ସେଥିପାଇଁ ସ୍ଥାନୀୟ ଗ୍ରାମବାସୀ ଓ ପୂଜା ପରିଚାଳନା କମିଟିର ସଦସ୍ୟମାନେ ପୂର୍ବତନ ଆଇନମନ୍ତ୍ରୀଙ୍କୁ ଆତ୍ମୀୟ ସ୍ୱାଗତ କରିଥିଲେ। ଦର୍ଶନ ସମୟରେ ସ୍ଥାନୀୟବାସି ଙ୍କ ଉତ୍ସାହ ଦେଖାଯାଇଥିଲ।

ସଂଜୀବ କୁମାର ପୁରୋହିତ

Chief Editor

 

Leave a Reply

Your email address will not be published. Required fields are marked *

More from this category

ପାଟଣାଗଡ଼ କୁ ହରାଇ ବଲାଙ୍ଗୀର ୱେଷ୍ଟନ ଇଲେଭେନ ଚ୍ୟାମ୍ପିଅନ୍ ।

ବେଆଇନ ଦାଦନ ଚାଲାଣ ହେଉଥିବାବେଳେ ମାଡ଼ିବସିଲା ବେଲପଡା ପୋଲିସ

ବଲାଙ୍ଗିର ସହରରେ ବୁଲା ଗାଈମାନଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିବା ପ୍ରୟାସ ଆରମ୍ଭ

ବଲାଙ୍ଗୀର ଭୀମଭୋଇ ମେଡିକାଲରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ